ପେଟିଏମ ମାଧ୍ୟମରେ ପୈଠ କରାଯାଇଛି କିନ୍ତୁ ଲାଭାର୍ଥି ଙ୍କୁ ପ୍ରାପ୍ତ ହେଇନାହିଁ ?ଚିନ୍ତା କରିବାର ଆବଶ୍ୟକତା ନାହିଁ

ପେଟିଏମରେ,ଆମେ ପୁରା ଚେଷ୍ଟାକରୁ ଆପଣଙ୍କୁ ଉନ୍ନତ ଡିଜିଟାଲ ସିଷ୍ଟମ ପ୍ରଦାନ କରିବାପାଇଁ |ପେଟିଏମ ମାଧ୍ୟମରେ ଆପଣ ନିଜ ବନ୍ଧୁ/ସମ୍ପର୍କୀୟଙ୍କୁ ରାଶିର ପୈଠ ନିମ୍ନ ପ୍ରକାର କରିପାରିବେ :

1. ପେଟିଏମ ୱାଲେଟ ରୁ ପେଟିଏମ ୱାଲେଟ କୁ

2. ପେଟିଏମ ୱାଲେଟ ରୁ ବ୍ୟାଙ୍କ ଖାତା କୁ

3. ପେଟିଏମ ପେମେଣ୍ଟସ ବ୍ୟାଙ୍କ ଖାତାରୁ ଅନ୍ୟବ୍ୟାଙ୍କ ଖାତା କୁ

4. ବ୍ୟାଙ୍କ ଆକାଉଣ୍ଟ ୟୁପିଆଇ/ବିପିଏ ଜରିଆରେ ଅନ୍ୟବ୍ୟାଙ୍କ ଆକାଉଣ୍ଟରେ ଯୋଡାହେଇଛି

ଆମେ ସମସ୍ତ ପୈଠ ତୁରନ୍ତ ପ୍ରୋସେସ କରିଥାଉ ଆଉ 99.9% ମାମଲାରେ ଲାଭାର୍ଥିଙ୍କୁ ତୁରନ୍ତ ପୈଠ ପ୍ରାପ୍ତ ହୋଇଥାଏ |

ଯଦି ଲାଭାର୍ଥିଙ୍କୁ ପଇସା ପ୍ରାପ୍ତ ହେଇନାହିଁ,ତେବେ ଆମର ସଲାହ,ଆପଣ ପ୍ରଥମେ ନିଜ ଆପ ଯାଞ୍ଚ କରିନିଅନ୍ତୁ ଯେ ସଠିକ ବ୍ୟକ୍ତିଙ୍କୁ ରାଶି ପଠେଇଛନ୍ତି ନ ନାହିଁ | ଯଦି ନାହିଁ,ତେବେ ଆପଣ ଏହି ପ୍ରକାର ନିଜର ସାହାଯ୍ୟ କରିପାରିବେ |

ଯଦି ଆପଣ ଲାଭାର୍ଥିଙ୍କ ସଠିକ ବିବରଣୀ ଦର୍ଜ କରିଥିଲେ ତଥାପି ତାଙ୍କୁ ରାଶି ପ୍ରାପ୍ତ ହେଇନାହିଁ,ତେବେ ଏହା ଏକ ଦୁର୍ଲଭ ମାମଲା ହେଇପାରେ ଯେଉଁଠି ଆପଣଙ୍କ ପୈଠ ରହିଯାଇଛି ଆଉ ସମାଧାନ ପ୍ରକ୍ରିୟା ଦେଇ ଗତିକରିବ | ଅଧିକ ବିବରଣୀ ପାଇଁ,ଦୟାକରି ନିମ୍ନଲିଖିତ ବ୍ଲଗକୁ ଦେଖନ୍ତୁ :

1. ପେଟିଏମ ୱାଲେଟ/ପେଟିଏମ ପେମେଣ୍ଟସ ବ୍ୟାଙ୍କ ଖାତାରୁ ଅନ୍ୟବ୍ୟାଙ୍କ ଖାତାକୁ

2. ବ୍ୟାଙ୍କ ଆକାଉଣ୍ଟ ୟୁପିଆଇ/ବିପିଏ ଜରିଆରେ ଅନ୍ୟବ୍ୟାଙ୍କ ଆକାଉଣ୍ଟ ସହ ଯୋଡି ହେଇଛି